om academy

ଦ୍ୱିତୀୟ ଥର ଲୋକସଭାର ବାଚସ୍ପତି ଭାବେ ଓମ୍‌ ବିର୍ଲା

jsm

ନୂଆଦିଲ୍ଲୀ : ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଶାସକ ମେଣ୍ଟ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଇଣ୍ଡିଆ ମେଣ୍ଟ୍‌ର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇଛନ୍ତି ଓମ୍‌ ବିର୍ଲା । ଏଥର ନିର୍ବାଚିତ ହେବା ପ‌ରେ ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି । ଭୋଟ୍‌ ଡିଭିଜନ୍‌ ଦାବି ନଥିବାରୁ ତାଙ୍କୁ ସିଧାସଳଖ ନିର୍ବାଚିତ କରାଯାଇଛି ।

Leave A Reply

Your email address will not be published.