ନିହତ ମହିଳା ମାଓବାଦୀଙ୍କ ପୋଷ୍ଟମର୍ଟମ ହେଲା ଶବ ବ୍ୟବଚ୍ଛେଦ କେନ୍ଦ୍ରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ପାହାଡରେ ଗତକାଲି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ମହିଳା ମାଓବାଦୀ ନିହତ ହୋଇଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ସୂଚନା ଦେଇଥିଲେ । ତେବେ ଆଜି ଏହି ୨ ମହିଳା ମାଓବାଦୀଙ୍କ ଶବକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବା ନେଇ ଜଣାପଡିଛି ।

Leave A Reply

Your email address will not be published.