ନାଇକେନପାଲି ଗାଁ ନାମଯଜ୍ଞରେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଶିବତଲା ନାଇକେନପାଲି ଗାଁ ନାମଯଜ୍ଞରେ ଯୋଗଦେଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ସେ ମହାପ୍ରଭୁଙ୍କ ଦର୍ଶନ କରି ଗାଁର ଶୁଭ ମନାସି ଥିଲେ । ଏହି ଅବସରରେ ଶିବତଲା ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.