ନୂତନ ଆଗଲପୁର ଥାନାରେ ପ୍ରଥମ ଥାନାଧିକାରୀ ଭାବରେ ଯୋଗଦେଲେ ସନାତନ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁରଠାରେ ଫାଣ୍ଡି ଥିବାବେଳେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନୂତନ ଥାନା ଉଦ୍‌ଘାଟିତ ହୋଇଥିଲା । ତେବେ ଏହି ନୂତନ ଥାନାରେ ପ୍ରଥମେ ଥାନାଧିକାରୀ ଭାବରେ ଯୋଗଦାନ କରିଛନ୍ତି ସନାତନ ସାହୁ ବୋଲି ଜଣାପଡିଛି ।

Leave A Reply

Your email address will not be published.