oom

ଟିଟିଲାଗଡ ରାସ୍ତାରେ ବଲାଙ୍ଗିର ସ୍ମାର୍ଟ ପାର୍କର ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଥିବା ନେଇ ସୂଚନା ଦେଲେ ଜିଲ୍ଲାପାଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବିକାଶ ପଥରେ ବଲାଙ୍ଗିିର ସହର । ସହରକୁ ସୌନ୍ଦର୍ଯ୍ୟିକରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପମାନେ ନିଆଯାଉଥିବା ବେଳେ ଏବେ ପୁଣି ଏକ ପଦକ୍ଷେପ ନିଆଯାଇ ବଲାଙ୍ଗିର ଟିଟିଲାଗଡ ରାସ୍ତାରେ ଏକ ସ୍ମାର୍ଟ ପାର୍କର ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଥିବା ବେଳେ ଜୁଲାଇ ମାସ ସୁଦ୍ଧା ଶେଷ ହେବ ବୋଲି ଆଜି ଜିଲ୍ଲାପାଳ ଚଂଚଂଳ ରାଣା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.