ଖାଇବା ଖାଦ୍ୟରୁ ମିଳିଲା ମଲା ଝିଟିପିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖାଇବା ଖାଦ୍ୟରୁ ମିଳିଲା ମଲା ଝିଟିପିଟି । ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ । ସୂଚନା ଅନୁସାରେ ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରାବାସରେ ଖାଇବା ଖାଦ୍ୟରେ ମିଳିଲା ମଲା ଝିଟିପିଟି । ଏହି ମଲା ଝିଟିପିଟି ପଡିଥିବା ଖାଦ୍ୟ ଖାଇ କିଛି ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.