centurian jitm

ଜେବିଏନ୍‌ଏସ୍‌ଏସ୍‌ସି କପ୍ ଆୟୋଜିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବରଗାଁଠାରେ ଗତ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜେବିଏନ୍‌ଏସ୍‌ଏସ୍‌ସି କପ୍ ଆୟୋଜିତ ହୋଇଥିଲା । ଏଥିରେ ୩୨ଟି ଦଳ ଅଂଶ୍ରହଣ କରିଥଲେ । ବଲାଙ୍ଗିର ବ୍ଲକ ଚେୟାରମେନ ଗୁଲାପ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ରାଜୀବ ନଗର ପ୍ରଥମ ଓ ବୁରୋମୁଣ୍ଡା ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦଳଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି । ଟିମ୍ ମ୍ୟାନେଜର ଉମେଶ ପୁରୋହିତ ଓ କୋଚ୍ ବରୁ ପାନି ଦାୟିତ୍ଵ ନିର୍ବାହ କରିଥିଲେ ।

Leave A Reply

Your email address will not be published.