ବଲାଙ୍ଗିରର ଏସ୍‌ଏଚ୍‌ଜି ଷ୍ଟଲରେ ମିଳୁଛି ହାତ ତିଆରି ରାକ୍ଷୀ : ଲୋକଙ୍କ ଜବରଦସ୍ତ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଳୁଛି ହାତ ତିଆରି ରାକ୍ଷୀ । ଦେଖିଲେ ମନ ଭରିଯିବ । ହଁ ଆଜ୍ଞା ଆମେ କହୁଛୁ ବଲାଙ୍ଗିର ସହରର ଜଗର୍ସ ପାର୍କ ତଥା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଲାଗିକି ଥିବା ଏସ୍‌ଏଚ୍‌ ଜି ସେଲ୍ସ ଆଉଟ୍‌ ଦୋକନର କଥା । ଏହି ଦୋକାନରେ ଏବେ ମହିଳା ମାନଙ୍କ ଦ୍ୱାରା ହାତରେ ତିଆରି ରାକ୍ଷୀ ମିଳୁଛି । ବଜାର୍‌ରେ ମିଳୁଥିବା ରାକ୍ଷୀ ଠୁ ଏହି ରାକ୍ଷୀ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଲୋକ ମାନଙ୍କ ଡ଼ିମାଣ୍ଡ ମଧ୍ୟ ଅଧିକ ରହିଛି । ତେବେ ଏହା ଆଜି ଠାରୁ ଓରାମାସ୍‌ର ସହାୟତାରେ ଏସ୍‌ଏଚ୍‌ଜି ମହିଳା ମାନଙ୍କ ଦ୍ୱାରା ବିକ୍ରି କରାଯାଉଛି ।

Leave A Reply

Your email address will not be published.