ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି । ରାଉରକେଲା କୋଭିଡ଼ ହେଲ୍‌ପ୍‌ ଲାଇନ୍‌ ନମ୍ବର ୧୮୦୦୩୪୫୭୪୬୮ ରହିଥିବା ବେଳେ ଆଇଜିଏଚ୍‌ ରାଉରକେଲାର ୮୮୯୫୫୦୩୪୪୮, ରାଉରକେଲା ଆର୍‌ଜିଏଚ୍‌ର ୯୩୩୭୦୩୮୮୧୯, ରାଉରାକେଲା ହାଇଟେକ୍‌ର ୮୭୬୩୪୯୯୨୩୩, ସୁନ୍ଦରଗଡ଼ ଏନ୍‌ଟିପିସି କୋଭିଡ଼ ହସ୍‌ପିଟାଲ୍‌ର ୦୬୬୨-୨୨୯୫୨୭୧, ରାଉରକେଲା ଜେପି ହସ୍‌ପିଟାଲ(ଆଇସିୟୁ)ର ୯୦୭୮୮୮୪୭୪୧, ରାଉରକେଲା ଜେପି ହସ୍‌ପିଟାଲ(ନନ୍‌ ଆଇସିୟୁ)ର ୮୧୧୮୦୬୦୭୪୯, ରାଉରକେଲା ଶାନ୍ତି ହସ୍‌ପିଟାଲ୍‌ର ୭୨୦୫୩୧୮୧୦୧ ଓ ୦୬୬୧-୨୫୧୧୩୦୦ ଏବଂ ସୁନ୍ଦରଗଡ଼ ଜିଲ୍ଲା ହେଲ୍‌ପ୍‌ ଲାଇନ୍‌ ନମ୍ବର ୧୮୦୦୩୪୫୭୪୬୧ ବୋଲି ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.