om academy

ହାତୀ ଆକ୍ରମଣରେ ୩ ଜଣ ଗୁରୁତର

jsm

ପାଇକମାଲ : ପାଇକମାଲ ରେଞ୍ଜ ଝାରବନ୍ଧ ଥାନା ସଲଡିହି ଗାଁରୁ ଆସିଛି ଏଭଳି ଅଭିଯୋଗ । ଏହି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଶୋଇଥିବା ବେଳେ ଘର ଭାଙ୍ଗିବା ସହ କଚାଡ଼ି ମାରିଲା ଦନ୍ତା । ଆକ୍ରମଣରେ ସ୍ୱାମୀ, ଶ୍ୱଶୁର ଓ ୭ ବର୍ଷର ପୁଅ ଗୁରୁତର ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ, ବିପିନ୍ ବରିହା ଏବଂ ତାଙ୍କ ପରିବାର ଘର ପଛ ପଟେ ଶୋଇଥିବାବେଳେ ୩ଟି ହାତୀ ଆସିଥିଲେ । ଏହି ହାତୀପଲ ୩ ଜଣଙ୍କୁ ଆକ୍ରମଣ କରିଥିଲା । ଫଳରେ ବିପିନ୍‌ଙ୍କ ସ୍ତ୍ରୀ, ପୁଅ ଏବଂ ଝିଅଙ୍କର ମୃତ୍ୟୁ ହୋଇଛି । ଏହାସହ ବିପିନ୍‌ଙ୍କ ସମେତ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.