ମୋବାଇଲ ଚୋର ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ଚୋରି ମାମଲାରେ ଟାଉନ ଥାନା ପୁଲିସ ରାଧେଶ୍ୟାମ ନାଗଙ୍କୁ ଗିରଫ କରିଛି । ଗତ ୨୫ ତାରିଖ ରାଜୀବନଗର ସନାତନ ସାହୁଙ୍କ ଘରୁ ୨ଟି ମୋବାଇଲ ଚୋରି ହୋଇଥିଲା । ଟାଉନ୍‌ ଥାନାରେ ସନାତନ ଏତଲା ଦେଇଥିଲେ । ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

Leave A Reply

Your email address will not be published.