
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଆନନ୍ଦ ନଗରର ଉପେନ୍ଦ୍ର ବାରିକଙ୍କ ଘର ଭିତରରୁ ଏକ ବିିଷଧର ଫୁତୁକା ସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଉପେନ୍ଦ୍ର ବାରିକଙ୍କ ଘର ଭିତରେ ବହୁ ସମୟ ଧରି ଏକ ବିଷଧର ଫୁତୁକା ସାପ ରହିଥିଲା । ତେବେ କିଛି ସମୟ ପରେ ଘର ଲୋକେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇବା ପରେ ସାପ ଉଦ୍ଧାରକାରୀ ଦଳ ଆସି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ।