ଧର୍ମ ପରାୟଣା ମହିଳାଙ୍କ ପରଲୋକ : ଶେଷକୃତ୍ୟ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିକଟସ୍ଥ ଭେଉଁରିଆ ଗ୍ରାମର ଚୌଡଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ମହିଳା ଯଶୋଦା ସାହୁ(୮୨)ଙ୍କ ଗତ ରାତିରେ ଦେହାନ୍ତ ହୋଇ ଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଗାଁର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଯାଇଛି । ତାଙ୍କ ସ୍ୱାମୀ, ପୁଅ ଦିଲୀପ ଏବଂ ପ୍ରଦୀପ, ୨ ଝିଅ ‌ଜ୍ୱାଇଁ, ୨ ବୋହୁ, ନାତି ନାତୁଣୀ ସମସ୍ତେ ତାଙ୍କୁ ହରାଇ ଶୋକସନ୍ତପ୍ତ ହୋଇ ପଡିଥିବା ବେଳେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.