oum

ଜିଲ୍ଲା ଓକିଲ ସଂଘ ତରଫରୁ ସିଭିଲ କୋର୍ଟ ସମ୍ମୁଖରେ ଧାରଣା

jsm

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ସମ୍ମୁଖରେ ବିଭିନ୍ନ ଦାବୀକୁ ନେଇ ଧାରଣା ଦିଆଯାଇଥିବା ଜଣାପଡିଛି । ଦାବୀ ଗୁଡିକ ମଧ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ, ଓକିଲ ମାନଙ୍କ ଉପରେ ହେଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ମୁଖ୍ୟ ଦାବୀ ଗୁଡିକ ନେଇ ଓକିଲ ସଂଘ ପକ୍ଷରୁ ଧାରଣା ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.