ଧାନମଣ୍ଡି ଉଦ୍‌ଘାଟିତ

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପେକ୍ସରେ ସଂପାଦକ ଶ୍ରଦ୍ଧାକର ପୁଟେଲଙ୍କ ନେତୃତ୍ୱରେ ଶନିବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଅବସରରେ କଣ୍ଟାବାଞ୍ଜି ଲିଲୁରାମ ରାଇସମିଲ ଧାନ ଉଠାଇଥିଲେ ଏବଂ ଚାଷୀ ଚତୁର ପୋଢ, ହର ମାଝୀ, ପ୍ରଭୁଲାଲ୍‌ ପୋଢ, କାହ୍ନୁ ପୋଢଙ୍କ ଧାନ ବିକ୍ରି ହୋଇଥିଲା ।

Leave A Reply

Your email address will not be published.