oom

ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତର ଭଳିଆମୁଣ୍ଡା ଗ୍ରାମରେ ସଞ୍ଜୟ କୁମାର ସାହୁଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.