om academy

ନାଲକୋ ଛକରେ ଦୁଇ କାର୍ ମୁହାଁମୁହିଁ ଧକ୍କା, ଚୁରମାର୍ ହେଲା ଗାଡି

jsm

ବାରଙ୍ଗ : ଦୁଇ ଏସ୍‌ୟୁଭି ମୁହାଁମୁହିଁ ଧକ୍କା ଫଳରେ ଚୁରମାର୍ ହେଲା ଦୁଇ କାର୍ । ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଘଟଣା ସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମଦ୍ୟପାନ କରି ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସେପଟେ ଚେକିଂ ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମଦ ଚୋରେଇ ନେଉଥିବା ଯୁବକ ଧରାପଡି ଥାନାରେ ଅଟକ ଅଛନ୍ତି ।

Leave A Reply

Your email address will not be published.