ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ ଖେର

ପୁରୀ : ଜଗା ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । କହିଲେ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ଦର୍ଶନ କରିଛି । ନିକଟରେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଦେଖିବାକୁ ସମସ୍ତଙ୍କୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଭିନେତା ଅନୁପମ୍‌ ଖେର୨୦୨୩ ବର୍ଷର ଆରମ୍ଭରୁ ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ ସମସ୍ତ ତୀର୍ଥସ୍ଥଳୀରେ ଦର୍ଶନ କରିବାକୁ ତାଙ୍କର ଇଛା ରହିଛି । ତୀର୍ଥସ୍ଥଳୀ ମାନଙ୍କରେ ରହିଥିବା ଶିକ୍ଷାକୁ ଗ୍ରହଣ କରି ସେ ନିଜକୁ କୃତାର୍ଥ ମନେ କରିଛନ୍ତି ।

Leave A Reply

Your email address will not be published.

error: Content is protected !!