ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଆସାମୀଙ୍କୁ ଫାସି ଦଣ୍ଡାଦେଶ

ଜଗତସିଂହପୁର : ନାବାଳିକା ଗଣଦୁଷକର୍ମ ଓ ହତ୍ୟା ମାମଲାରେ ୨ ଆସାମୀଙ୍କୁ ଫାସି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ସୂଚନାଯୋଗ୍ୟ ଯେ, ତିର୍ତୋଲ ଥାନା ଅନ୍ତର୍ଗତ କୃଷ୍ଣନନ୍ଦପୁର ପଞ୍ଚାୟତର ମାନୁମହଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ପ୍ରକାଶ କରି ସ୍ୱତନ୍ତ୍ର ପୋକ୍‌ସୋ ତଥା ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ଦୁଇ ଜଣ ଆସାମୀଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.