ବଲାଙ୍ଗିର ଜିଲ୍ଲାରେ ଆଜି ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ସଇଁନ୍ତଲା ବ୍ଲକ ବିବନା ଗ୍ରା.ପ.ରେ ୧୦ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୱାର୍ଡ ନଂ.୨୦ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ବେଲପଡ଼ା ବ୍ଲକ ଖଲିପଥର ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ଲେବେଡ଼ା ଓ ବାନ୍ଧୁପଲା ଗ୍ରା.ପ.ରୁ ଜଣେ ଲେଖାଏଁ, ପଟଣାଗଡ଼ ବ୍ଲକ ମରୁଆଁ ଗ୍ରା.ପ.ରୁ ୨ ଏବଂ ସଇଁନ୍ତଲା ବ୍ଲକ ବିବନା ଗ୍ରା.ପ.ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଏବେ ୧୨୩ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.