centurian jitm

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ପଟୁଆପାଲି ଗ୍ରା.ପ.ରୁ ୧ ଜଣ, ମୁରଶୁଣ୍ଢିରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୯ରୁ ୧ ଜଣ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ମାଗୁରବେଡା ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୫ରୁ ୧ ଜଣ, ପୁଇର୍ନ୍ତଲା ବ୍ଲକ କୁରୁଲ ଗ୍ରା.ପ.ରୁ ୧ଜଣ, ସାଉନ୍ତପୁର ଗ୍ରା.ପ.ରୁ ୧ ଜଣ, ଖଲିଆପାଲି ଗ୍ରା.ପ.ରୁ ୧ ଜଣ, ସଇଁନ୍ତଲା ବ୍ଲକ ଭଦ୍ରା ଗ୍ରା.ପ.ରୁ ୩ ଜଣ, କୁମ୍ଭାରି ଗ୍ରା.ପ.ରୁ ୧ ଜଣ, ବେଲଗାଁ ଗ୍ରା.ପ.ରୁ ୧ ଜଣ, ସଇଁନ୍ତଲା ଗ୍ରା.ପ.ରୁ ୧ ଜଣ, ବୁଢାବାହାଲ ଗ୍ରା.ପ.ରୁ ୧ ଜଣ, ଡୁଙ୍ଗୁରିପାଲି ଗ୍ରା.ପ.ରୁ ଜଣେ, ଟିଟିଲାଗଡ ୱାର୍ଡ ନମ୍ବର ୧୪ରୁ ୨ ଜଣ, ୱାର୍ଡ ନମ୍ବର ୧୦ ଓ ୧୨ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.