ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୧ ଜଣ, ବେଲପଡା ବ୍ଲକରୁ ୧ ଜଣ, ଖପ୍ରାଖୋଲ ବ୍ଲକରୁ ୨ ଜଣ, ଲୋଇସିଂହା ବ୍ଲକରୁ ଜଣେ, ପାଟଣାଗଡ ବ୍ଲକରୁ ୨ ଜଣ, ଟିଟିଲାଗଡ ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.