ସମଲେଶ୍ୱରୀ ନର୍ସିଂ ହୋମ୍‌ ପଛପଟ ଏକ ଘରୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ନର୍ସିଂ ହୋମ୍‌ ପଛପଟ ଥିବା ଏକ ଘରୁ କିଛି ଦୁର୍ବୃତ୍ତମାନେ ଚୋରି କରିଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ ସନ୍ତୋଷ ନାୟକ । ସନ୍ତୋଷଙ୍କ ଘରୁ ୬ ଗ୍ରାମ ଓଜନର ସୁନା ଗହଣା, ୩୩୦ ଗ୍ରାମ ଓଜନର ରୂପା ଗହଣା ଏବଂ ନଗଦ ୨୫,୦୦୦ ଟଙ୍କା ଚୋରି ହୋଇଥିବା ବେଳେ ଏହି ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.