ବଡପଡାଠାରେ ରେଲୱେ କର୍ମଚାରୀଙ୍କ ନିର୍ମାଣାଧୀନ ଘରୁ ଲୁହା ରଡ୍‌ ଚୋରି ବେଳେ ଧରା ପଡିଲା ଜଣେ ଚୋର, ଦୁଇ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବଡପଡାଠାରେ ଜଣେ ରେଲୱେ କର୍ମଚାରୀଙ୍କ ନିର୍ମାଣାଧୀନ ଘରୁ ଲୁହା ରଡ୍‌ ଚୋରି କରୁଥିବା ସମୟରେ ଜଣେ ଚୋରକୁ ସ୍ଥାନୀୟ ଲୋକେ କାବୁ କରି ଟାଉନ ପୋଲିସର ଜିମା ଦେଇଥିବା ଜଣାପଡିଛି । ଅନ୍ୟପଟେ ଅନ୍ୟ ୨ ଜଣ ଚୋର ଫେରାର୍‌ ମାରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

error: Content is protected !!