ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ସଇଁନ୍ତଲା ରେଂଜର କର୍ମଚାରୀମାନେ ସାମିଲ ଥିବା ବେଳେ ଚଢାଉରେ ୭ଟି ବିଜା କାଠଗଣ୍ଡି ଜବତ କରିଥିଲେ ବନ ବିଭାଗର କର୍ମଚାରୀମାନେ ବୋଲି ଡିଏଫ୍‌ଓ ନିତିଶ କୁମାର କହିଛନ୍ତି ।

Leave A Reply

Your email address will not be published.