oom

ବିବାହ ବେଦୀରେ ବୃକ୍ଷ ଦାନ କଲେ ହୃଷିକେଶ ପାଢ଼ୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟନପୁର ଗ୍ରାମରେ ଅନୁଷ୍ଠିତ ସୁଭଦ୍ରା ନାୟକ ଓ ଟିକିନା କରଙ୍କ ଶୁଭ ବିବାହ ଅବସରରେ ସର୍ବଦା ଚର୍ଚ୍ଚାରେ ରହୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣାର ଅଧ୍ୟକ୍ଷ ଆଇନଜୀବୀ ତଥା ପ୍ରକୃତିପ୍ରେମୀ ହୃଷିକେଶ ପାଢ଼ୀ ନବଦମ୍ପତିଙ୍କ ସୁଖ ମନାସି ବିବାହ ବେଦୀରେ ରାଧାଚୂଡ଼ା ବୃକ୍ଷ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଶ୍ରୀ ପାଢ଼ୀଙ୍କର ଏତାଦୃଶ କାର୍ୟ୍ୟ ସମବେତ ଜନତାଙ୍କୁ ପରିବେଶ ସୁରକ୍ଷା ଦିଗରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଦିଗଦର୍ଶନ ଦେଇଛି । ଗଛ ଉପହାର ପାଇ ବର ବହୁତ ଖୁସି ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.