centurian jitm

ବୁଥ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ : ୪୦ରୁ ଅଧିକ ଆହତ

nschool

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବୁଥ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଆଳନ୍ଦା ଗ୍ରାମପଞ୍ଚାୟତର ଆଳନ୍ଦା ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ହୋଇଥିବାରୁ ୪୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ମଧ୍ୟ କୁହାଯାଇଛି । ମତଦାନ ବୁଥ ନିକଟରେ ଖଣ୍ଡା, ମାରଣାସ୍ତ୍ର ଏବଂ ଇଟା ଧରି ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.