ଧାନକିଣା ସମସ୍ୟାକୁ ପ୍ରତିବାଦ କରି ବିଜେପି ବଲାଙ୍ଗିର ଶାଖା ପକ୍ଷରୁ ରାସ୍ତାରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନକିଣା ସମସ୍ୟାକୁ ପ୍ରତିବାଦ କରି ବିଜେପି ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗରପଡା ଛକରେ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି । ବିଜେପି.ର ବରିଷ୍ଠ ନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ଏଠାରେ ରାସ୍ତାରୋକ କରାଯାଇଥିବା ବେଳେ ତାଙ୍କ ସହ ବହୁ ବିଜେପି କର୍ମୀ ସାମିଲ୍‌ ହୋଇଥିଲେ । ରାସ୍ତାରୋକ ସମୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.