oum

ବିଜେଡି ପକ୍ଷରୁ ନିଆରା ପଦକ୍ଷେପ : ଧାମନଡଙ୍ଗାରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଧାମନଡଙ୍ଗା ଗାଁରେ ବିଜେଡି ପକ୍ଷରୁ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦଳ ସରପଞ୍ଚ ଆରତୀ ସୁନାଙ୍କ ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବିଜେଡି ଯୁବ ସଭାପତି ଶିଶଧ୍ୱଜ ନିଆଁଲ, ଅଶ୍ୱିନୀ ପୁଟା, ଓଁକାର ମାଝୀ, ହରିବନ୍ଧୁ ସିପକା, ଡୁଲ ମାଝୀ, ବିବେକା ମାଝୀ, ମଣ୍ଟୁ ମହାନନ୍ଦ, ରମା ବେହେରା, ଗୌର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.