om academy

ଦହିତା ପଞ୍ଚାୟତର ୱାର୍ଡମେମ୍ବରଙ୍କ ଅକାଳ ବିୟୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମର ୱାର୍ଡମେମ୍ବର ବିନ୍ଦ କଲେତ(୩୦)ଙ୍କ ଅକାଳ ବିୟୋଗ ହୋଇଛି । ଶ୍ରୀ କଲେତଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରଲୋକରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରି ଶ୍ରଦ୍ଧଞୀଳି ଅର୍ପଣ କରିଥିଲେ । ଶ୍ରୀ କଲେତ ଜଣେ ପରୋପକାରି ଓ ସରଳ ସ୍ଵଭାବ ବ୍ୟକ୍ତି ଥିବାରୁ ଗାଁରେ ଶୋକାକୁଲ ପରିବେଶ ହୋଇଥିଲା ।

Leave A Reply

Your email address will not be published.