ଯୋଗୀସର୍ଡା ଗ୍ରାମରୁ ବିପୁଳ ପରିମାଣର ଶାଗୁଆନ କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗ ତରଫରୁ ଯୋଗୀସର୍ଡ। ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ କାଠପଟା ଓ ନିର୍ମାଣାଧୀନ ପଲଙ୍କ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର ଠଣସୁନ୍ଦର ଧରୁଆଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ଗ୍ରାମର ଚିତ୍ତବିନୋଦ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା । ତେବେ ପଚରାଉଚୁରା ସହିତ ଜବତ ସାମଗ୍ରୀର ମୂଲ୍ୟାଙ୍କନ ଜାରି ରହିଥିବାରୁ ସବିଶେଷ ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.