ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଶ୍ରମିକ । ସୂଚନା ଅନୁସାରେ, ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ନିବାସୀ କେଦାର ତାଣ୍ଡି(୩୬) ଲେବର୍‌ କାମ କରିବାକୁ ପ୍ରତ୍ୟହ କଂଟାବାଂଜିକୁ ଯିବା ଆସିବା କରୁଥିବା ବେଳେ ଗତକାଲି ସଂଧ୍ୟାରେ ଫେରିବା ସମୟରେ ବେଲପଡ଼ାଠାରେ ରାସ୍ତା ମରାମତି ଚାଲିଥିବା ଯୋଗୁଁ ସେଠାରେ ତାଙ୍କ ବାଇକ୍‌ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା । ଏଥିରେ ସେ ଗଭୀର ଭାବେ ଆହତ ହେବାରୁ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.