ଉପୁଡିଲା ବିରାଟକାୟ ବରଗଛ : ଏବେ ରାସ୍ତା ଉପରେ ବିପଦ ସଂଙ୍କୁଳ ଅବସ୍ଥାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ହର୍ଡାଟାଲ ଠାରେ ଏକ ବିରାଟକାୟ ବରଗଛ ଉପୁଡି ଏବେ ମୁଖ୍ୟ ରାସ୍ତା ଉପରେ ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଜଣାପଡିଛି । ଏଥିଯୋଗୁଁ ବଲାଙ୍ଗିର-ପାଟଣାଗଡ ଜାତୀୟ ରାଜପଥ ହର୍ଡାଟାଲ ଘଟଣାସ୍ଥଳର ଦୁଇ ପଟରେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି ।

Leave A Reply

Your email address will not be published.