ଛିନ୍ଦେଇକେଲା ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ହାଇସ୍କୁଲ ୨୦୧୩ ମାଟ୍ରିକ ପୁରାତନ ଛାତ୍ରୀଛାତ୍ରୀଙ୍କ ତିଖାଲି ଡ୍ୟାମ ନିକଟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ତାଙ୍କ ଛାତ୍ର ଜୀବନ ଅନୁଭୂତି ବଖାଣି ଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନିରୂପମା ବରିହା, ଶାନ୍ତି ହଂସ, ମାଧୁରୀ ଦୀପ, ରମ୍ବତୀ ହଂସ, ରିଙ୍କି ହଂସ, ପଙ୍କଜିନି ହରିଚନ୍ଦନ, ବବଲି ନନ୍ଦ, ବିମଳା ବାଗ, ପ୍ରଦୀପ ନାଗ, ସାଗର ସରାଫ, ଦେଓଧର ସେଠ, ଦେବାର୍ଚ୍ଚନ ବନଛୋର, ଗଜିନ ବଛା, ବିଲାଶ ବେହେରା, ଅଜୟ ବାଗ, ହେମଲାଲ ଧରୁଆ, ଆକାଶ ସାହୁ, ବାସୁଦେବ ଦୀପ, ପିଙ୍କୁ ଦଣ୍ଡସେନା, ନରେଶ ନାଗ, ଦାମୋଦର ହଂସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.