centurian jitm

ଗ୍ରୀଷ୍ମ ଛୁଟି କରିବା ଦାବୀରେ ବାଲୁକା କଳାରେ ଚିତ୍ର ନିର୍ମାଣ

nschool

କଳାହାଣ୍ଡି, (ନରୋତ୍ତମ ସେଲମା) : ସମ୍ପ୍ରତି ଗ୍ରୀଷ୍ମପ୍ରକୋପ ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀମାନେ ଡହକ ବିକଳ ହେଉଛନ୍ତି । ପୂର୍ବାହ୍ନ ୯ ଟାରୁ ଖରା ତେଜ ଅଧିକ ରହୁଥିବାରୁ ବାହାରକୁ ବାହାରିବାକୁ ଡର ଲାଗୁଛି, ଏପରି କ୍ଷେତ୍ରରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗ୍ରୀଷ୍ମ ଛୁଟିକୁ ଜୁନ ପର୍ଯ୍ୟନ୍ତ ନ ନେଇ ଏବେଠୁ ଛୁଟି ଘୋଷଣା କରିବା ଉଚିତ । ଏହାକୁ ନେଇ ବିଶିଷ୍ଟ ଯୁବ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ ବାଲୁକା କଳାରେ ଏକ ସୁନ୍ଦର ଚିତ୍ର ଅଙ୍କନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.