ଗରମ ପେଜ ପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ଓଡିଶା By Koshala Prabaha On Thursday 29th June 2023, 3:56 pm Share ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଗ୍ରାମର ଜଣେ ଶିଶୁର ଦେହରେ ଗରମ ପେଜ ପଡି ଯିବାରୁ ଆଜି ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଶିଶୁଟି ବଲାଙ୍ଗିର ମେଡିକାଲର ବର୍ଣ୍ଣ ୟୁନିଟ୍ରେ ଭର୍ତ୍ତି ହୋଇଥିବା ଜଣାପଡିଛି । balangir newsଗରମ ପେଜ ପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି