oom

ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୦, ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ : ବଲାଙ୍ଗିର ପୌରାଂଚଳରୁ ୫୯

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୦ ରହିଥିବା ବେଳେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ ଏବଂ ବଲାଙ୍ଗିର ପୌରାଂଚଳରୁ ୫୯ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ୨, ୧୧ରୁ ୩, ୧୨ରୁ ୧, ୧୪ରୁ ୪, ୧୫ରୁ ୭, ୧୬ରୁ ୨, ୧୮ରୁ ୬, ୧୯ରୁ ୬, ୨ରୁ ୭, ୨୦ରୁ ୫, ୨୧ରୁ ୧, ୩ରୁ ୨, ୪ରୁ ୩, ୫ରୁ ୩, ୬ରୁ ୩ ଓ ୭ରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୨ରୁ ୧, ୪ରୁ ୧, ୫ରୁ ୧, ୬ରୁ ୨, ୭ରୁ ୨, ୮ରୁ ୧, ୯ରୁ ୨ ଜଣ, ୧୦ରୁ ୩, ୧୧ରୁ ୨ ଓ ୧୪ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ତୁଷୁରା ଏନ୍‌ଏସି ୱାର୍ଡ ନଂ.୩ ଓ ୪ରୁ ୨ ଜଣ ଲେଖାଏଁ ଏବଂ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧, ୧୩, ୨, ୭ ଓ ୮ରୁ ଜଣେ ଲେଖାଏଁ ଓ ୩ରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୧ରୁ ୧, ୩ରୁ ୫, ୪ରୁ ୧, ୫ରୁ ୬, ୬ରୁ ୧ ଓ ୮ରୁ ୫ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକ ଭରସୁଜା, ଉପରବାହାଲ ଓ ଝରନିପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ବିଡ଼ିଘାଟ ଗ୍ରା.ପ.ରୁ ଜଣେ, ଚୁଡ଼ାପାଲି ଗ୍ରା.ପ.ରୁ ୮ ଜଣ, ଖଲିଆପାଲି ଗ୍ରା.ପ.ରୁ ୨୪ ଜଣ ଓ କୁଡ଼ାସିଂଗା ଏବଂ ଶିବତଲା ଗ୍ରା.ପ.ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଓ ଅଇଁଲାସାରି ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ ଧୁମାଭଟା ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଦେଓଗାଁ, ଦେଷଣ୍ଢ, ମୁକୁନ୍ଦପୁର ଓ ସିକୁଆଁ ଗ୍ରା.ପ.ରୁ ଜଣେ ଲେଖାଏଁ ଓ ଗଉର୍‌ଗୋଠ ଗ୍ରା.ପ.ରୁ ୨ ଜଣ, ଗୁଡ଼ଭେଲା ବ୍ଲକ ବଡ଼ଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ଦେଉଲଗୁଡ଼ି ଗ୍ରା.ପ.ରୁ ୪, ଘୁନା ଗ୍ରା.ପ.ରୁ ୧, ମାଢେ଼କେଲା ଗ୍ରା.ପ.ରୁ ୧, ନୂଆପଡ଼ା ଗ୍ରା.ପ.ରୁ୨, ରୁଷୁଡ଼ା ଗ୍ରା.ପ.ରୁ ୧ ଓ ସମରା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଭାନପୁର, ଜୁରିଆ ଓ ଚଙ୍ଗରିଆ ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପ.ରୁ ୨, ହଲଦି ଗ୍ରା.ପ.ରୁ ୩, ଇଚ୍ଛାପଡ଼ା ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୧, ପତ୍ରାପାଲି ଗ୍ରା.ପ.ରୁ ୧, ସିରୋଲ ଗ୍ରା.ପ.ରୁ ୧, ଟୁପାଉଡ଼ାର ଗ୍ରା.ପ.ରୁ ଜଣେ, ପାଟଣାଗନ ବ୍ଲକ ବରପଦର, ବଥର୍ଲା, ଭଇଁଷା, ଗଙ୍ଗାସାଗର, ଯୋଗୀମୁଣ୍ଡା, ମରୁଆଁ ଓ ସୁନାମୁଦି ଗ୍ରା.ପ.ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଗ୍ରା.ପ.ରୁ ୧, ବଇଁରାସର ଗ୍ରା.ପ.ରୁ ୧ ଓ ମଲମୁଣ୍ଡା ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ କଅଁସର ଗ୍ରା.ପ.ରୁ ୧୧, କରମ୍‌ତଲା ଗ୍ରା.ପ.ରୁ ୨, ସଇଁନ୍ତଲା ଗ୍ରା.ପ.ରୁ ୨ ଓ ଟିକ୍ରାପଡ଼ା ଗ୍ରା.ପ.ରୁ ଜଣେ, ଟିଟିଲାଗନ ବ୍ଲକ ଭାଲେଗାଁ ଗ୍ରା.ପ.ରୁ ଜଣେ ଓ ଖୋଲାନ ଗ୍ରା.ପ.ରୁ ୨ ଜଣ, ତୁରେକେଲା ବ୍ଲକ ଧାମନଡଙ୍ଗା ଓ ଚଉଲଶୁଖା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.