centurian jitm

ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ଶ୍ରମିକ ସଂଘର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସଂପାଦକ ବିଦୁର କୁମ୍ଭାର ଯୋଗଦେଇ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିରେ ରାଜ୍ୟ ଉପସଭାପତି ବିରଂଚି ପ୍ରସାଦ ନାଏକ, ରାଜ୍ୟ କୋଷାଧ୍ୟକ୍ଷ ଗଜାନନ ନାଗ, ସୋନପୁର ଜିଲ୍ଲାରୁ ମକରଧ୍ୱଜ ପଧାନ, ବରଗଡ ଜିଲ୍ଲାରୁ କିଶୋର ସାହୁ, ଝାରସୁଗୁଡା ଜିଲ୍ଲାରୁ ଅମିତ ସେଠ ଓ ପବିତ୍ର ସେଠ, ଉଚ୍ଛବ କୁମ୍ଭାର, ଚନ୍ଦନ ମହାକୁର ତଥା ବଲାଙ୍ଗିର ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତର ରାତ୍ର ଜଗୁଆଳି ଓ ମେହେନ୍ତର ଯୋଗ ଦେଇଥିଲେ ।

Leave A Reply

Your email address will not be published.