oom

ତିରୁପତି-ବିଳାସପୁର ଏକ୍ସପ୍ରେସ୍‌ ଟ୍ରେନ ସାମ୍ନାକୁ ଆସି ଅଜଣା ମହିଳାଙ୍କ ଆତ୍ମହତ୍ୟା

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ରହେନଭଟା ଷ୍ଟେସନ ମଧ୍ୟବର୍ତ୍ତୀ ଡଙ୍ଗରପଡ଼ା ଗାଁର ନିକଟରେ ତିରୁପତି-ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌ ସାମନାକୁ ଆସି ଜଣେ ଅଜଣା ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଟିଟିଲାଗଡ଼ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.