centurian jitm

ଆଶୀର୍ବାଦ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ନବବର୍ଷରେ ଖୋଲିଲା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର କାର୍ଯ୍ୟାଳୟ ରାଜେନ୍ଦ୍ର ପାର୍କ ଗେଟ ପାଖକୁ ଲାଗି ଆଶୀର୍ବାଦ ନାମରେ ଶିଶୁମାନଙ୍କ ଚିକିତ୍ସା କେନ୍ଦ୍ର ଆଜି ନବବର୍ଷର ପ୍ରଥମ ଦିନରେ ଆରମ୍ଭ ହୋଇଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲର ସିନିଅର ରେସିଡେ଼ଣ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ ଭରଜ୍ ନିଜ ଉଦ୍ୟମରେ ଏହା ଆରମ୍ଭ କରିଛନ୍ତି । ସହର କେନ୍ଦ୍ର ସ୍ଥଳରେ ହୋଇଥିବା ଏହି କେନ୍ଦ୍ରରେ ଶିଶୁମାନଙ୍କ ଚିକିତ୍ସା ହୋଇପାରିବ । ପିଲାଟି ଦିନରୁ ବଲାଙ୍ଗିର ଦେଖି ଆସୁଥିବା ଡାକ୍ତର ଦୀପକଙ୍କ ପିତା ପଞ୍ଜାବରୁ ଆସି ଏଠାରେ ଦୀର୍ଘ ବର୍ଷ ହେଲା ରହି ଆସିଛନ୍ତି । ଏକ ପରିଶ୍ରମୀ ଜାତି ବୋଲି ପ୍ରମାଣିତ ହୋଇଥିବା ଛୋଟ ବେଳରୁ ନିଜକୁ ରୋଗୀ ସେବା ଭଳି ମହାନ୍ ଚିନ୍ତାଧାରା ରଖିଥିବା ଆଗକୁ ଚିକିତ୍ସା କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରମାଣିତ ହେବା ଦିଗରେ ଯୁବ ଡାକ୍ତର ଉଦ୍ୟମରତ ।

Leave A Reply

Your email address will not be published.