ଆସନ୍ତା ୬ରେ ବଲାଙ୍ଗିର ବନ୍ଦକୁ ଅମଲା ଭବନରେ ଆକ୍ସନ କମିଟି ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅମଲା ଭବନଠାରେ ଆସନ୍ତା ୬ ତାରିଖରେ ବଲାଙ୍ଗିର ବନ୍ଦକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଆକ୍ସନ କମିଟି ତରଫରୁ ଅନୁଷ୍ଠିତ ହୋଇଥବା ବେଳେ ଏଥିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.