ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ ଅନୁଭୂତ

ଦାରିଙ୍ଗବାଡି : ଦାରିଙ୍ଗବାଡି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତ୍ର ୯ଟା ୪୯ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ହେବା ଫଳରେ ଲୋକେ ଘର ବାହାରକୁ ବାହାରି ପାଟି କରିବା ସହ ଘଣ୍ଟ ପିଟିଥିଲେ । ଦାରିଙ୍ଗବାଡି ସମେତ ସୀମନବାଡି, ଶ୍ରାନିକେତା, କିରୀକୁଟି, ସିଆଙ୍ଗବାଲି ସମେତ ଅନେକ ଅଞ୍ଚଳରେ ଏହା ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.