ଗୁଣପୁର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ମୈତ୍ରୀ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ୍‌ ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ୍‌ ଲିଃ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ୍‌ ଶୁକ୍ରବାର ପ୍ରଦାନ କରାଯାଇଛି । ଗୁଣୁପୁର ପଞ୍ଚାୟତ ସାଇସୁରନି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ନୀତିଶ କୁମାର ଝା, ଦୀପକ ମାଝୀ (ବିପିଏମ୍‌), ପ୍ରକାଶ ମାଝୀ ତଲ ଆମପଦର ସରପଞ୍ଚ, ପୂର୍ବତନ ସରପଞ୍ଚ ସୁବାଷ ମାଝୀ ନାକରୁଣ୍ଡି ପଞ୍ଚାୟତ, ମୈତ୍ରୀସଂସ୍ଥା ପକ୍ଷରୁ (ଜିଏମ୍‌) ପୃଷ୍ଟି ଦୁରିଆ, ଜନ ସମ୍ପର୍କ ଅଧିକାରୀ ନିହାର ରଂଜନ ସ୍ୱାଇଁ (ସିଏସ୍‌ଆର୍‌ ମେନେଜର୍‌)ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.