centurian jitm

ବିଭନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ଶାଖା ସଂଘ ତରଫରୁ ବଲାଙ୍ଗିର ସର୍କିଟ ହାଉସରେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ନେତୃତ୍ୱରେ ସଂପାଦକ ହରେକୃଷ୍ଣ ରଥ ଉପଦେଷ୍ଟା ସୁଚିତ୍ରା ସୁନା, ସାଂଗଠାନିକ ସଂପାଦକ ଜୟଦେବ ବିଶି, କୋଷାଧ୍ୟକ୍ଷ ଉପେନ୍ଦ୍ର ମେହେର, ମହିଳା ପ୍ରକୋଷ୍ଠ ସଂଯୋଜିକା ଅନୁପମା ପ୍ରହରାଜ, ଜିଲ୍ଲା ସଂଘର ଆଂଚଳିକ ସଂପାଦକ ସଞ୍ଜିତ ଦୋରା, ଉପସଭାପତି ବସନ୍ତ ବୁଡେକ, ରସୁଲ ଖାଁ, ଦେବଦତ୍ତ ମେହେର ପ୍ରମୁଖ ସଭ୍ୟ, ସଭ୍ୟା ଉପସ୍ଥିତ ରହି ଜିଲ୍ଲା ଶିକ୍ଷକ ସମାଜର ପ୍ରମୋଶନ, ବଦଳି ତଥା ଶୈକ୍ଷିକ ସ୍ଥିତି ଓ ବିଦ୍ୟାଳୟ ସମ୍ବନ୍ଧରେ ଉପସ୍ଥାପନ କରାଯାଇଥିଲା । ଶେଷରେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ସମାଜ ତରଫରୁ ନବବର୍ଷର ଶୁଭେଚ୍ଛା, ସ୍ୱାତ ଓ ସମ୍ମାନ ଜଣାଇ ଫେରି ଆସି ଥିଲେ ।

Leave A Reply

Your email address will not be published.