ରାଞ୍ଚି ପୁଲିସ ବଲାଙ୍ଗିର ଆସି ଅଭିଯୁକ୍ତଙ୍କ ଘର ଆଗରେ ଲଗାଇଲା ଲଟକା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଞ୍ଚି ପୁଲିସ ବଲାଙ୍ଗିର ଆସି ଲଟକା ଲଗାଇଛି । ପ୍ରକାଶ ଯେ, ବଲାଙ୍ଗିର ସହରର ପ୍ୟାଲେସ ଲାଇନ ନିବାସୀ ଶୁଭମ ପଟ୍ଟନାୟକଙ୍କ ନାଁରେ ରାଞ୍ଚି ରେଳ ପୁଲିସ ଷ୍ଟେସନରେ କେସ ନଂ ୧୮/୨୪ ୟୁଏସ୍‌ ୨୦(ବି) ଆଇ ଆଇ (ବି) କେସ ରୁଜୁ ହୋଇଥିଲା । ଏହି ଘଟଣାରେ ରାଞ୍ଚି ସିଭିଲ କୋର୍ଟ ସ୍ପେସିଆଲ ଜଜ୍‌ଙ୍କ ଆଦେଶ ଅନୁସାରେ ରାଞ୍ଚି ରେଳ ପୁଲିସର ଏସ୍‌ଆଇ ଜତିନ ଟିଗ୍‌ଗା ଓ ଏଏସ୍‌ଆଇ ୟୋଗେଶ ସିଂ ବଲାଙ୍ଗିର ଆସି ଅଭିଯୁକ୍ତଙ୍କ ଘରେ ଲଟକା ଲଗାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.