କନସିଂହା ସେବା ସମବାୟ ସମିତି ଲିଃ ନିର୍ବାଚନରେ ଦସ୍ତଖତ ଜାଲିଆତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କନସିଂହା ସେବା ସମବାୟ ସମିତି ଲିଃ.ର ଡାଇରେକ୍ଟର ପଦବୀ ପାଇଁ ନାମାଙ୍କନ ପତ୍ରରେ ସମର୍ଥକ ଏବଂ ପ୍ରସ୍ତାବକଙ୍କ ଦସ୍ତଖତ ଜାଳିଆତି ଅଭିଯୋଗରେ ଜଣେ ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ଜଣାପଡିଛି । ସେହିପରି ଅନ୍ୟ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଦସ୍ତଖତରେ ଜାଳିଆତି ହୋଇଥିବା ଅନୁମାନ କରାଯାଉଛି । ଉପଯୁକ୍ତ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀଙ୍କୁ ଉଚ୍ଚ ସ୍ତରୀୟ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଯୋଗ ପତ୍ର ଦାଖଲ କରାଯାଇଛି ।

Leave A Reply

Your email address will not be published.