oum

ଏମ୍ଏଲ୍‌ଏ. କାର୍ୟ୍ୟାଳୟରୁ ସିପକାପଡା ଯିବା ରାସ୍ତାରେ ଆବର୍ଜନା ଜମା

jsm

କଂଟାବାଂଜି, (କୈଳାଶ ସଗ୍ରିଆ) : ଏମ୍ଏଲ୍ଏ. କାର୍ୟ୍ୟାଳୟରୁ ସିପକାପଡ଼ା ଯିବା ରାସ୍ତାରେ ଆବର୍ଜନା କଚରା ସବୁ ପଡ଼ିରହିଛି । ସହର ଭିତରେ ଏଭଳି ରାସ୍ତା କଡ଼ରେ କଚରା ଗଦା ହୋଇଥିବା ବେଳେ ଏହା ‌ସ୍ୱ‌ଚ୍ଛ ଭାରତ ଅଭିଯାନକୁ କେତେଦୂର ସହଯୋଗ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନର ଦୃ‌ଷ୍ଟି ପଡ଼ୁ ।

Leave A Reply

Your email address will not be published.