ରାଜ୍ୟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜଳ ସଂରକ୍ଷଣ ଦିଗରେ ଆଗକୁ ବଢିବା ପାଇଁ ୮,୫୨୩ କୋଟି ଆବଣ୍ଟିତ
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜଳ ସଂରକ୍ଷଣ ଦିଗରେ ଆଗକୁ ବଢିବା ପାଇଁ PeoplesBudgetOdisha2022ରେ ୮,୫୨୩ କୋଟି ଆବଣ୍ଟିତ ହୋଇଛି । ଗତ ବର୍ଷ ତୁଳନାରେ ଏଥିରେ ୨୩% ବୃଦ୍ଧି ହୋଇଥିବା ବେଳେ ‘ନଦୀ ଗର୍ଭ ଜଳସଂରକ୍ଷଣ ପ୍ରକଳ୍ପ’, ‘ଜଳ ଭିତ୍ତିଭୂମି ଉନ୍ନୟନ କାର୍ୟ୍ୟକ୍ରମ’କୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।