Browsing Category

ସ୍ୱତନ୍ତ୍ର

ଏମିତି ଚୁମ୍ବନ…ଚୁମିବା ମାତ୍ରେ ଚାଲିଯାଉଥିଲା ଜୀବନ

ଆଜି ହେଉଛି କିସ୍ ଡେ' ଅର୍ଥାତ୍ ଚୁମ୍ବନ ଦିବସ । ପ୍ରାଚୀନ ଭାରତରେ ବିଷାକ୍ତ ଯୁବତୀମାନଙ୍କ ଉଲ୍ଲେଖ ରହିଛି, ଯେଉଁମାନେ ଗୁପ୍ତଚର କାର୍ୟ୍ୟ କରୁଥିଲେ । ପ୍ରାଚୀନ ସାହିତ୍ୟରେ ଏହିପରି ଅନେକ କାହାଣୀ ଦେଖିବାକୁ ମିଳେ, ଯେତେବେଳେ ରାଜାମାନେ ଶତ୍ରୁମାନଙ୍କୁ ପ୍ରତାରଣା କରିବା ପାଇଁ ବିଷ
Read More...

ଶାନ୍ତିରେ ଜୀବନ ବିତାଇବାକୁ ହେଲେ ଅବଲମ୍ବନ କରିବାକୁ ହେବ ଏହି ମାର୍ଗ

ସୁଶ୍ରୀ ସ୍ନେହଲତା ମଣିଷ ଶାନ୍ତିରେ ରହିବାକୁ ପସନ୍ଦ କରେ । ଶାନ୍ତ, କାନ୍ତ, କୋମଳ, କମନୀୟ ଜୀବନ ପ୍ରବାହ ମାନବ ପାଇଁ ଏକ ବିଶେଷ ଉପହାର ବୋଲି କୁହାଯାଇଥାଏ । ତେବେ ଶାନ୍ତିରେ ଜୀବନ ବିତାଇବାକୁ ହେଲେ ଅବଲମ୍ବନ କରିବାକୁ ହୁଏ ଏହିସବୁ ମାର୍ଗ ବୋଲି ବିଜ୍ଞଜନମାନେ କହିଛନ୍ତି । ଶାନ୍ତିର
Read More...

ପ୍ରାର୍ଥନା : ସ୍ଥିତପ୍ରଜ୍ଞତା, ନିଷ୍ଠା ଓ ସମର୍ପଣ ଭାବକୁ ବଳିଷ୍ଠ କରାଏ

ସୁଶ୍ରୀ ସ୍ନେହଲତା ପ୍ରାର୍ଥନା ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମନସ୍ତତ୍ତ୍ୱବିଦ୍‌ ମାନେ ମତ ଦିଅନ୍ତି । ତେବେ ଯେଉଁ ମାନବ ମଧ୍ୟରେ ସାତ୍ତ୍ୱିକ ପ୍ରାର୍ଥନାର ଭାବ ମହଜୁଦ୍‌ ଥାଏ, ସେ ଜଣେ ଉତ୍ତମ ମାନବ ଭାବେ ନିଜକୁ ଗଢ଼ି ତୋଳିବାରେ ସଫଳ ପୁରୁଷ ଭାବେ ବିବେଚିତ ହୋଇଥାଏ ବୋଲି
Read More...

‘ମୋ ସରକାର’ ଏବଂ ‘୫ଟି’ ଯୋଜନାକୁ ତ୍ୱରାନ୍ୱିତ କରି ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ଟୁଇଟର୍‌ କୁଇନ୍‌ ଦୀପା

ନିରଞ୍ଜନ ତ୍ରିପାଠୀ, ସାମ୍ବାଦିକ ବର୍ତ୍ତମାନ ରାଜ୍ୟରେ ୫ଟି ଏବଂ 'ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାଫଳରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ସୁବିଧା ସୁଯୋଗ ଲୋକଙ୍କ ପାଖକୁ ପହଂଚିବା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ଏହାପରେ ମଧ୍ୟ ସଚେତନତାର ଘୋର ଅଭାବ ଯୋଗୁଁ ପଶ୍ଚିମ ଏବଂ
Read More...

ବ୍ୟବସ୍ଥା ଓ ଶିକ୍ଷା

ଶରଦିନ୍ଦୁ ଭୂଷଣ ହୋତା ସାଂପ୍ରତିକ ସମୟରେ ଆମ ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥା ରାଜକୂଟର କବଳରେ ପଡ଼ିଯାଇଛି । ଦେଶ ପରାଧୀନ ଥିବା ଅବସ୍ଥାରେ ଇଂରେଜମାନେ ତାଙ୍କ ଔପନିବେଶିକ ସ୍ୱାର୍ଥର ପୂରଣ ପାଇଁ କୌଶଳ କ୍ରମେ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରିଥିଲେ, ଯେଉଁଥିରେ କି ତାଙ୍କ
Read More...

ହେ’ ଈଶ୍ୱର, ହେ’ ପରମେଶ୍ୱର

ଶରଦିନ୍ଦୁ ଭୂଷଣ ହୋତା ବସ୍ତୁବାଦୀ ଜୀବନଚର୍ଯ୍ୟାର ପ୍ରଧାନ ଲକ୍ଷ୍ୟ ହେଉଛି ଯେ ତାହା ଭୋଗସର୍ବସ୍ୱ । ସୁଖପ୍ରାପ୍ତି ହିଁ ଚରମ ଲକ୍ଷ୍ୟ । ସୁଖଭୋଗ ପାଇଁ ବସ୍ତୁଗତ ଉପକରଣ ସଂଗ୍ରହରେ ଚଳନ୍ତି ସମାଜର ଅଧିକାଂଶ ବ୍ୟକ୍ତି ସଦାସର୍ବଦା ବ୍ୟସ୍ତ । ଭୋଗ ପାଇଁ ପ୍ରୟୋଜନ ହେଉଥିବା ବସ୍ତୁସମ୍ଭାର
Read More...

୧୯୮୯ ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର): ସ୍ଥାନୀୟ ଏକ ଫାର୍ମ ହାଉସରେ ଠାରେ ୧୯୮୯ ପି. ପି. ଏକାଡେମୀ ମେଟ୍ରିକ ବେଚ୍‌ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୪ ଜଣ ପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ । ପ୍ରଥମେ ପି.ପି. ଏକାଡେମୀର ଦିବଂଗତ
Read More...

ବଲାଙ୍ଗିର ବିଷୟରେ ଏକ ରଚନାର କିୟଦଂଶ

ଶରଦିନ୍ଦୁ ଭୂଷଣ ହୋତା ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ
Read More...

ପ୍ରେମ

ରବି କାନୁନ୍‌ଗୋ ପ୍ରେମ କାଳରେ ପ୍ରେମିକ ପ୍ରେମିକା ଦୁହେଁ ଫୋନ୍‌ କି ମୋବାଇଲ୍‌ରେ ଗପ ହୁଅନ୍ତି । ଏଠି ସଙ୍କଟ ହେଲା – କଥା ହେବାକୁ ପ୍ରସଙ୍ଗ ନ ଥାଏ, ଫୋନ୍‌ ଛାଡ଼ିବାକୁ ମନ ହେଉ ନ ଥାଏ । ଆଉ ଗୋଟିଏ ଅବସ୍ଥା ବାହାଘର ପରେ : ପତ୍ନୀ – ପାଖରେ ଥିଲେ କୁଆଡେ଼ ପତିଙ୍କୁ ଯାତନା ଦିଅନ୍ତି ଓ ନ
Read More...

ବଡ଼ଦିନ : ଯୀଶୁଙ୍କ ଜନ୍ମଦିନ ଓ ଏହାର ମହତ୍ୱ

ସଚ୍ଚିଦାନନ୍ଦ ହନୁମାନ ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ । ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ । ପ୍ରଭୁ ଇଶ୍ୱର ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ । ସେ ଯାକୁବ ବଂଶ ଉପରେ ଯୁଗ ଯୁଗ ରାଜତ୍ୱ କରିବେ
Read More...