Browsing Category

ଓଡିଶା

ଅଗ୍ନିଶମ ବିଭାଗ ଅଫିସ ପାଖରେ ନିଆଁ : ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କଣ୍ଟାବାଞ୍ଜି, (ଯୁଗଳ ଶବର) : ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଜଙ୍ଗଲ ଏବଂ ଖୋଲା ଅଞ୍ଚଳରେ ନିଆଁ ଲାଗୁଥିବା ଘଟଣା ବଢ଼ୁଥିବା ଦେଖିବାକୁ ମିଳିଛି । ଏହିପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୧୪ରେ ଦେଖିବାକୁ ମିଳିଛି । ତୁରେକେଲା ରାସ୍ତାରେ ଥିବା ଅଗ୍ନିଶମ ବିଭାଗ
Read More...

ଧାନ ବିକ୍ରି ସମସ୍ୟା ନେଇ ଜିଲ୍ଲାପାଳ ଅଫିସରେ ଗର୍ଜିଲା ବିଜେଡି

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଧାନ ବିକ୍ରି ସମସ୍ୟା ନେଇ ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ଜିଲ୍ଲାପାଳ ଅଫିସରେ ଗର୍ଜିଲା ବିଜେଡି । ବରଗଡ଼ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଚାଷୀଙ୍କ ପାଇଁ ନାରାବାଜି କରିବା ସହ ଜିଲ୍ଲାପାଳ ଅଫିସ୍ ଘେରିଲା । ଚାଷୀ ଅଫିସ ସମ୍ମୁଖରେ
Read More...

ପଶ୍ଚିମ ଓଡିଶାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଗର୍ଜିଲା କୋଶଲ ସେନା

ବରଗଡ, ( ମୁନ୍ନା ସାହୁ) : ପଶ୍ଚିମ ଓଡିଶାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଗର୍ଜିଲା କୋଶଲ ସେନା । ମଙ୍ଗଳବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳ ଗେଟରେ ପୋଲିସ ଓ କୋଶଲ ସେନାର କର୍ମୀ ମୁହାଁମୁହିଁ ହେବା ପରେ ଗେଟ ଭିତରକୁ ପ୍ରବେଶ କରିଥିଲେ । ତେବେ
Read More...

ନିଶା ବେପାରୀଙ୍କ ଆଡ୍ଡା ଉପରେ ଚଢିଲା ପ୍ରଶାସନର ବୁଲଡୋଜର୍

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଉମା ଟୋକିଜ ସାଇଡ ରାସ୍ତା ଦୋରା ବନ୍ଧ ରାସ୍ତାରେ ନିଶା ବେପାରୀଙ୍କ ଆଡ୍ଡା ଉପରେ ଚାଲିଲା ପ୍ରଶାସନର ବୁଲଡୋଜର୍ । ମଙ୍ଗଳବାର ସନ୍ଧ୍ୟା ୫. ୩୦ ଘଣ୍ଟା ସମୟରେ ବରଗଡ଼ ପ୍ରଶାସନ ଓ ପୋଲିସ ବିଭାଗର ଉପସ୍ଥିତିରେ ନିଶା ଅଡ୍ଡାସ୍ଥଳୀ ଉପରେ ବୁଲଡୋଜର ଚଲାଯାଇଛି ।
Read More...

ଟ୍ରାକ୍ଟର ଚୋରି ଅଭିଯୋଗରେ ୫ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବଡ଼ଟିକା ପଞ୍ଚାୟତର ସାହାଜଛାପର ଗ୍ରାମରୁ ଗତ ତା: ୨୨/୧୦/୨୦୨୫ରେ ଏକ ଟ୍ରାକ୍ଟର ଇଞ୍ଜିନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଦୀର୍ଘ ୫ ମାସ ପରେ ଚୋରି ଟ୍ରାକ୍ଟରକୁ ଉଦ୍ଧାର କରିବା ସହିତ ଏହି
Read More...

ହୁମ୍ମା ପଞ୍ଚୁଦୋଳ ଯାତ୍ରା ଉଦଯାପିତ : ୧୩ ଠାକୁରଙ୍କ ମହାମିଳନ ସହ ହରିହର ଭେଟର ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଳକ ଅନ୍ତର୍ଗତ ପଞ୍ଚୁଦୋଳ ଯାତ୍ରାରେ ୧୩ଟି ଠାକୁରଙ୍କ ମହାମିଳନ ଏବଂ ହରିହର ଭେଟ ହୋଇଛି । ଯାହାକୁ ନେଇ ୧୬ ନଂ ଜାତୀୟ ରାଜପଥ ଉତ୍ସବ ମୁଖର ହୋଇଉଠିଥିଲା । ଯାତ୍ରା ଅବସରରେ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମର ମହାଦେବ ଶ୍ରୀ ଶ୍ରୀ
Read More...

ମା’ ତାରାତାରିଣୀଙ୍କ ଚୈତ୍ରପର୍ବ-ମେଳା ଆରମ୍ଭ

ପ୍ରଥମ ପାଳିରେ ଦେବୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ । ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵବନ୍ଦନୀୟା ମା' ତାରାତାରିଣୀଙ୍କ ଚୈତ୍ରପର୍ବ-ମେଳା ଆରମ୍ଭ ହୋଇଛି । ପ୍ରଥମ ପାଳିରେ ଦେବୀ ମହାକାଳୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଭକ୍ତଜନ ଦେବୀଙ୍କ ଲୋଭନୀୟ
Read More...

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ୮୭ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଚଳିତ ବର୍ଷର ୮୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଗୌରବମୟ ଅବସରରେ, ମାନବତାର ସେବାକୁ ଦୃଷ୍ଟିରେ ରଖି, ୧୮୯ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ 'କମାଣ୍ଡାଣ୍ଟ' ପ୍ରଶାନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ
Read More...

କନ୍ଦେଇ ପଂଚାୟତରେ ଦୁର୍ନୀତି ଫଳକ ଅଛି ହେଲେ ପ୍ରକଳ୍ପ ନାହିଁ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ପଂଚାୟତ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି, କିନ୍ତୁ ପଂଚାୟତ ଦାୟିତ୍ଵରେଥିବା ଜନ ପ୍ରତିନିଧି ଓ ପ୍ରଶାସନ ଅଧିକାରୀ ସବୁ ଜାଣିଶୁଣି
Read More...

ସହଯୋଗ ଫାଉଣ୍ଡେସନ୍‌ର “ଅନ୍ନପୂର୍ଣ୍ଣା ଫୁଡ୍ ଫର୍ ଅଲ୍” କାର୍ଯ୍ୟକ୍ରମରେ ୭୦୦ ଲୋକଙ୍କୁ ରାତ୍ରି ଭୋଜନ ବଣ୍ଟନ କରି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବା ଓ ମାନବିକତାର ଏକ ଅଦ୍ଭୁତ ଉଦାହରଣ ସୃଷ୍ଟି କରିଛନ୍ତି ଶୁଭେଚ୍ଛା ରାଣୀ ମେହେର । ନିଜର ୧୯ତମ ଜନ୍ମଦିନକୁ ସେ ଆଡମ୍ବରରେ ପାଳନ କରିବା ପରିବର୍ତ୍ତେ ଦରିଦ୍ର ଓ ଆବଶ୍ୟକତାମନ୍ଦ ଲୋକଙ୍କ ସହିତ ଆନନ୍ଦ ବାଣ୍ଟି ନେଇ ଏକ ସାର୍ଥକ ପଦକ୍ଷେପ ନେଇଛନ୍ତି ।
Read More...